INSTAGRAM account DELETE କରିବା ପ୍ରକ୍ରିୟା

Delete Instagram Account Permanently.

    INSTAGRAM account DELETE କରିବା ପାଇଁ ଆପଣ ନିଶ୍ଚୟ କେବେ ନା କେବେ ଉପାୟ ଜାଣିବାକୁ ଚେଷ୍ଟା କରିଥିବେ । ଆଉ ସେହି ସମୟ ରେ ହୁଏତ ଆପଣଙ୍କୁ କିଛି ସହାୟତା ମିଳି ନ ଥିବ । ଯଦି ବା ମିଳିଥିବ ଆପଣ ତାହା ପ୍ରୟୋଗ କରିବାରେ ଅସମର୍ଥ ହୋଇଥିବେ । ଆପଣ ମାନଙ୍କ ମଧ୍ୟରୁ କେତେ ଜଣ ଏହି କାର୍ଯ୍ୟଟିକୁ କରିବାରେ ସଫଳ ମଧ୍ୟ ହୋଇଥିବେ । ଯେଉଁମାନେ ଏହି କାର୍ଯ୍ୟ ଟି କରିବାରେ ବିଫଳ ହୋଇଛନ୍ତି ସେମାନଙ୍କ ପାଇଁ ଏହି ଲେଖାଟି ଉଦ୍ଦିଷ୍ଟ । ଜାଣି ରଖନ୍ତୁ, ଏହି ଉପାୟଟି ଉଭୟ SMART PHONE ଓ COMPUTER ରେ କରିହେବ । ତେଣୁ, ଏହି INSTAGRAM account DELETE କରିବା ପ୍ରକ୍ରିୟା ଟିକୁ ଜାଣିବା ପାଇଁ ଏହି ଲେଖାଟିକୁ ନିଶ୍ଚୟ ପଢନ୍ତୁ ।

    ସବୁଦିନ ପାଇଁ INSTAGRAM account DELETE କରିବା ପୂର୍ବରୁ ଜାଣି ନିଅନ୍ତୁ ଯେ, ଥରେ DELETE ହେଲା ପରେ ପୂନର୍ବାର ସେହି INSTAGRAM account କୁ ଖୋଲି ପାରିବ ନାହିଁ । ଆପଣ ଆପଣଙ୍କର INSTAGRAM account DELETE କରିବା ଦ୍ଵାରା ଆପଣଙ୍କର PROFILE, ଫଟୋ, VIDEO, ମନ୍ତବ୍ୟ, ପସନ୍ଦ ଏବଂ ଅନୁସରଣକାରୀ ମାନଙ୍କ ନାମ ତାଲିକା ସବୁଦିନ ପାଇଁ ବିଲୋପ ହୋଇଯିବ । ତେଣୁ, ଯଦି ଆପଣ କେବଳ ଏକ ବିରତି ନେବାକୁ ଚାହାଁନ୍ତି, ତେବେ ଏହା ବଦଳରେ ଆପଣ ଅସ୍ଥାୟୀ ଭାବରେ ଆପଣଙ୍କର INSTAGRAM account କୁ କିଛି ସମୟ ପାଇଁ ଅକ୍ଷମ କରନ୍ତୁ ।

    ଯଦି ଆପଣ କିଛି ଦିନ ପାଇଁ ବିରତି ନେବା ପାଇଁ ଚାହୁଁଛନ୍ତି ଓ କିପରି ଏହି କାର୍ଯ୍ୟଟିକୁ କରିବେ ଜାଣି ନାହାନ୍ତି ତେବେ ଏଠାରେ ଛୁଅନ୍ତୁ । ନଚେତ ତଳେ ଦିଆଯାଇଥିବା ସୋପାନ ଗୁଡିକୁ ଅନୁସରଣ କରି ଆପଣ ଆପଣଙ୍କ INSTAGRAM account ଟିକୁ DELETE କରି ନିଅନ୍ତୁ ।
ପ୍ରକ୍ରିୟା :-

ସୋପାନ ୧) ପ୍ରଥମେ ଆପଣଙ୍କ SMART PHONE/COMPUTER ରେ ଥିବା ଯେକୌଣସି ଏକ BROWSER ଖୋଲନ୍ତୁ । ଯେପରିକି :- CHROME, FIREFOX ଓ  OPERA ଇତ୍ୟାଦି ।


ସୋପାନ ୨) ସେହି BROWSER ରେ ନିଜ INSTAGRAM account ଟିକୁ Username ଏବଂ Password ଦେଇ ଖୋଲି ନିଅନ୍ତୁ ।


ସୋପାନ ୩)SMART PHONE ବ୍ୟବାହାରକାରୀ :-
ଲାଲ ରଙ୍ଗ ଚିହ୍ନିତ ICON ରେ ଛୁଅନ୍ତୁ ।

@ COMPUTER ବ୍ୟବାହାରକାରୀ :-
ଲାଲ ରଙ୍ଗ ଚିହ୍ନିତ ICON ରେ ଛୁଅନ୍ତୁ ।


ସୋପାନ ୪) SMART PHONE ବ୍ୟବାହାରକାରୀ :-
Setting Button ରେ ଛୁଅନ୍ତୁ ।

@ COMPUTER ବ୍ୟବାହାରକାରୀ :-
"Edit Profile" ରେ ଛୁଅନ୍ତୁ ।


ସୋପାନ ୫)  SMART PHONE ବ୍ୟବାହାରକାରୀ :-
"Help Center" ରେ ଛୁଅନ୍ତୁ ।

@ COMPUTER ବ୍ୟବାହାରକାରୀ :-
"SUPPORT" ରେ ଛୁଅନ୍ତୁ ।


ସୋପାନ ୬) 
"Manage Your Account" ରେ ଛୁଅନ୍ତୁ ।


ସୋପାନ ୭) 
"Delete Your Account" ରେ ଛୁଅନ୍ତୁ ।


ସୋପାନ ୮) 
"How do I delete my account" ରେ ଛୁଅନ୍ତୁ ।


ସୋପାନ ୯) 
"the Delete Your Account page" ରେ ଛୁଅନ୍ତୁ ।


ସୋପାନ ୧୦) 
ଲାଲ ରଙ୍ଗ ଚିହ୍ନିତ Dropdown Menu କୁ ଛୁଇଁବା ପରେ, INSTAGRAM account DELETE କରିବାର ଯେକୌଣସି ଏକ କାରଣ ବାଛନ୍ତୁ ।


ସୋପାନ ୧୧) 
ଏଠାରେ ନିଜ INSTAGRAM account ର Password ଲେଖନ୍ତୁ ।


ସୋପାନ ୧୨) 
"Permanently delete my account" ରେ ଛୁଅନ୍ତୁ ।


ଆମର ଏହି ଲେଖାଟିକୁ ପଢିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ । ଏହି ଭଳି ଟିପ୍ପଣୀ ଓ କୌଶଳ ଜାଣିବା ପାଇଁ ଆମ Website କୁ ଆସୁଥାଆନ୍ତୁ ।

Search Tags: How to delete the Instagram account in Odia? {alertInfo}

Post a Comment

ଦୟାପୂର୍ବକ କୌଣସି SPAM LINK ଲେଖନ୍ତୁ ନାହିଁ ।

ପୂର୍ବବର୍ତ୍ତୀ ଲେଖା ପରବର୍ତ୍ତୀ ଲେଖା