ଭଜନ : ନିଶ୍ୱ କର ହେ ମତେ ବିଶ୍ୱ ବିହାରୀ

Bhajan - Niswa Kara He Mate Biswa Bihari

 

ଗୀତ - ନିଶ୍ୱ କର ହେ ମତେ ବିଶ୍ୱ ବିହାରୀ
କଣ୍ଠ - କୁମାର ବାପି
ସଙ୍ଗୀତ - ଅଲେଖ ବିଶ୍ୱାଳ


...::: ଓଡିଆରେ :::...

(ନିଶ୍ୱ କର ହେ ମତେ, ବିଶ୍ୱ ବିହାରୀ)୨
(ଖାଲି ଖାଲି ଆସିଥିଲି)୨
ଖାଲି ଯିବି ଫେରି ।
ଏତିକି ବୁଝିବା ମୋର, ହେଇଗଲା ଡେରି
ନିଶ୍ୱ କର ହେ ମତେ, ବିଶ୍ୱ ବିହାରୀ ।।
ଅଳପ ଚାହିଁଲି, ଅନେକ ପାଇଲି
ଆଉ କିଛି ଚାହେଁନା ।
ଅମୃତ ଭାବନା, କରେ ଆନମନା
କିଛି ଭଲ ଲାଗେନା ।।
ଆଃ.........
ଅଳପ ଚାହିଁଲି, ଅନେକ ପାଇଲି
ଆଉ କିଛି ଚାହେଁନା ।
ଅମୃତ ଭାବନା, କରେ ଆନମନା
କିଛି ଭଲ ଲାଗେନା ।।
(ଜୀବନଟା ଲାଗିଲାଣି)୨
ଏବେ ଭାରି ଭାରି ।
ଏତିକି ବୁଝିବା ମୋର, ହେଇଗଲା ଡେରି
ନିଶ୍ୱ କର ହେ ମତେ, ବିଶ୍ୱ ବିହାରୀ ।।
ମଳୟ ପରଶ, ନ ପାଇ ପାରିଲେ
ବାସ ନାହିଁ ଚନ୍ଦନେ ।
ତୁମକୁ ନ ପାଇ, ଯେତେ ଯା ପାଇଲେ
ଶାନ୍ତି ନାହିଁ ଜୀବନେ ।।
[ମ୍ୟୁଜିକ୍]
ମଳୟ ପରଶ, ନ ପାଇ ପାରିଲେ
ବାସ ନାହିଁ ଚନ୍ଦନେ ।
ତୁମକୁ ନ ପାଇ, ଯେତେ ଯା ପାଇଲେ
ଶାନ୍ତି ନାହିଁ ଜୀବନେ ।।
(ଅଶାନ୍ତି ରୁ ପ୍ରଶାନ୍ତି କୁ)୨
ପ୍ରାଣ ହୁଏ ଝୁରି ।
ଏତିକି ବୁଝିବା ମୋର, ହେଇଗଲା ଡେରି
ନିଶ୍ୱ କର ହେ ମତେ, ବିଶ୍ୱ ବିହାରୀ ।।
(ଖାଲି ଖାଲି ଆସିଥିଲି)୨
ଖାଲି ଯିବି ଫେରି ।
ଏତିକି ବୁଝିବା ମୋର, ହେଇଗଲା ଡେରି
ନିଶ୍ୱ କର ହେ ମତେ, ବିଶ୍ୱ ବିହାରୀ ।।

...::: In English :::...

 (Nishwa Kara He Mate, Bishwa Bihaari)2
(Khaali Khaali Aasithili)2
Khaali Jibi Pheri.
Etiki Bujhibaa Mora, Heigalaa Deri
Nishwa Kara He Mate, Bishwa Bihaari.
Alapa Chahinli, Aneka Paaili
Aau Kichhi Chaahen Naa.
Amruta Bhaabanaa, Kare Aana Manaa
Kichhi Bhala Lage Naa.
(Jibanataa Laagilaani)2
Ebe Bhaari Bhaari.
Etiki Bujhibaa Mora, Heigalaa Deri
Nishwa Kara He Mate, Bishwa Bihaari.
Malaya Parasha, Na Paai Paarile
Baasa Naahin Chandane.
Tumaku Na Paai, Jete Jaa Paaile
Shaanti Naahin Jibane.
[MUSIC]
Malaya Parasha, Na Paai Paarile
Baasa Naahin Chandane.
Tumaku Na Paai, Jete Jaa Paaile
Shaanti Naahin Jibane.
(Ashaanti Ru Prashaanti Ku)2
Praana Hue Jhuri.
Etiki Bujhibaa Mora, Heigalaa Deri
Nishwa Kara He Mate, Bishwa Bihaari.
(Khaali Khaali Aasithili)2
Khaali Jibi Pheri.
Etiki Bujhibaa Mora, Heigalaa Deri
Nishwa Kara He Mate, Bishwa Bihaari.

Search Tags : Lyrics of Niswa Kara He Mate Biswa Bihari, Odia Bhajan Lyrics{alertInfo}


Post a Comment

ଦୟାପୂର୍ବକ କୌଣସି SPAM LINK ଲେଖନ୍ତୁ ନାହିଁ ।

ପୂର୍ବବର୍ତ୍ତୀ ଲେଖା ପରବର୍ତ୍ତୀ ଲେଖା